ରାଶିରୁ ଜାଣନ୍ତୁ ପୁରୁଷଙ୍କ ସ୍ୱାଭାବ

0

ସମସ୍ତ ଯୁବତୀଙ୍କର ଗୋଟିଏ ସ୍ୱପ୍ନ ରହିଥାଏ ଯେ, ତାଙ୍କ ପାର୍ଟନର ରୋମାଣ୍ଟିକ ଏବଂ ଭରଷା ଯୋଗ୍ୟ ହୋଇଥିବେ । ପ୍ରତ୍ୟକ ଯୁବତୀ ନିଜ ଲାଇଫ ପାର୍ଟନରକୁ ବାଛିବା ପୂର୍ବରୁ ସେମାନଙ୍କ ବ୍ୟକ୍ତିତ୍ୱ, ଡ୍ରେସିଙ୍ଗ ସେନ୍ସ ଏବଂ ସ୍ୱଭାବକୁ ଦେଖିଥାନ୍ତି । ଏପରି କରିବା ଯଥାର୍ଥ ମଧ୍ୟ । କାରଣ ଏହା ଆପଣଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଯେଉଁଥିରେ ଆପଣ କୌଣସି ପ୍ରକାର ରିସ୍କ ନେବାକୁ ଚାହିଁବେ ନାହିଁ । ତେବେ ନିଜ ପାର୍ଟନର ବିଷୟରେ ଜାଣିବା କିଛି କଷ୍ଟକର ନୁହେଁ । ଏଥି ପାଇଁ ଆପଣଙ୍କୁ ଜାଣିବାକୁ ପଡିବ କେବଳ ସେମାନଙ୍କ ରାଶି । କାରଣ ପ୍ରତ୍ୟକ ରାଶିର ବ୍ୟକ୍ତିଙ୍କ ସ୍ୱାଭାବ ଭିନ୍ନ ଥାଏ । ତେବେ ଆସ;ୁ ଜାଣିବା କେଉଁ ରାଶିର ପୁରୁଷ ସବୁଠୁ ଭଲ ଲାଇଫ ପାର୍ଟନର ସାବ୍ୟସ୍ତ ହୁଅନ୍ତି ।
ବୃଷ(୨୦ ଏପ୍ରିଲ-୨୦ ମଇ)
ବୃଷ ରାଶିର ପୁରୁଷ ନିଜ ପନିୀଙ୍କୁ ଅଧିକ ଗେହ୍ଲା କରନ୍ତି ଏବଂ ଭରସା ଯୋଗ୍ୟ ସ୍ୱାମୀ ସାବ୍ୟସ୍ତ ହୁଅନ୍ତି । ଏମାନେ କେବେ ଧୋକା ଦିଅନ୍ତି ନାହିଁ କିମ୍ବା ନିରାଶ କରନ୍ତି ନାହିଁ । ଏମାନେ ଶାନ୍ତ ସ୍ୱାଭାବର ଥାନ୍ତି ।
ତୁଳା(୨୩ ସେପେଫମ୍ବର-୨୨ ଅକେଫାବର)
ତୁଳା ରାଶିର ପୁରୁଷମାନେ ରୋମାଣ୍ଟିକ କିସମର ଥାନ୍ତି । ଏମାନେ ନିଜ ପନିୀଙ୍କୁ ସର୍ବଦା ସୁଖରେ ରଖନ୍ତି । ଏମାନେ ନିଜ ସମ୍ପର୍କ ପ୍ରତି ନିଷ୍ଠାବାନ ରୁହନ୍ତି ।
କୁମ୍ଭ(୨୧ ଜାନୁଆରୀ- ୧୮ ଫେବୃଆରୀ)
କୁମ୍ଭ ରାଶିର ପୁରୁଷ ଭଲ ସ୍ୱାମୀ ସାବ୍ୟସ୍ତ ହୁଅନ୍ତି । ଏମାନେ ନିଜ ପନିୀଙ୍କୁ ଦୁଃଖ ଦିଅନ୍ତି ନାହିଁ, କି;ୁ ସେମାନେ ନିଜ ଦୁନିଆରେ ଅଧିକ ମଜି ଯାଆନ୍ତି ।
ଧନୁ(୨୨ ନଭେମ୍ବର- ୨୧ ଡିସେମ୍ବର)
ଧନୁ ରାଶିର ପୁରୁଷ ପରଫେକଫ ସ୍ୱାମୀ ସାବ୍ୟସ୍ତ ହୁଅନ୍ତି । ଏମାନେ ରୋମାଣ୍ଟିକ ସହ ପ୍ରାକଫିକାଲ ବି ରୁହନ୍ତି । ପନିୀଙ୍କୁ କିପରି ଖୁସି ରଖାଯାଏ ଏମାନେ ଭଲ ଭାବରେ ଜାଣିଥାନ୍ତି । ନିଜ ପନିୀଙ୍କୁ ଏମାନେ ନିଜ ବାପା ଭଳି ଧ୍ୟାନ ରଖନ୍ତି ।

Leave A Reply

Your email address will not be published.