ମେଦବୃଦ୍ଧିକୁ ଦୂରେଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟମାନ ସବୁ ଅବଲମ୍ବନ କରନ୍ତିି । ପତଳା ହେବା ପାଇଁ ଲୋକେ େୱଟ୍ ଲସ୍ ସର୍ଜରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଔଷଧର ସେବନ କରିଥାନ୍ତି । ଆମେରିକାର ବୈଜ୍ଞାନିକମାନେ କଞ୍ଚାଲଙ୍କାରେ ଥିବା କ୍ୟାପସିନ୍ ତତ୍ତ୍ୱ ଶରୀରର ମେଟାବଲିଜିମ୍କୁ ଦୃଢ କରିଥାଏ ବୋଲି ପ୍ରକାଶ କରିଛନ୍ତି । କ୍ୟାପସିନ୍ ଯୋଗୁଁ ଶରୀରର କ୍ୟାଲୋରି ଅଧିକ ଖର୍ଚ୍ଚ ହୋଇଥାଏ । ଏହାଦ୍ୱାରା ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇ ନ ଥାଏ । ଏହି ତତ୍ତ୍ୱ ଗୋଲମରିଚ ଓ ଅଦାରେ ମଧ୍ୟ ଥାଏ । ଗରମ ମସଲା ପଡୁନଥିବା ସୁପ୍ ପିଉଥିବା ଲୋକଙ୍କର ମଧ୍ୟ ଅଧିକ ଓଜନ ବୃଦ୍ଧି ପାଉଥିବାର ଦେଖାଯାଇଛି । କି;ୁ ଏସିଡିଟିଥିବା ବ୍ୟକ୍ତି ଅଧିକ ଲଙ୍କା ଖାଇବା ଅନୁଚିତ୍ ।