ଲିପିଷ୍ଟିକ୍‌ କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ

0

କିଛି ମହିଳା ଲିପ୍‌ଷ୍ଟିକ୍‌ କିଣିବା ସମୟରେ ଟିକେ ଚିନ୍ତାରେ ପଡିଯାଆନ୍ତି । କାରଣ କିଛି ଲିପ୍‌ଷ୍ଟିକ୍‌ରେସିସା ଏବଂ କେମିକଲ ମିଶାଯାଇଥାଏ । ଯେଉଁ କାରଣରୁ ଓଠ ଖରାପ ହୋଇଥାଏ । ଯଦି ଆପଣ ସଠିକ୍‌ ଲିପ୍‌ଷ୍ଟିକ୍‌ କିଣିବା ପାଇଁ ଚାହୁଁଛନ୍ତି ତେବେ କିଛି ଟି«କୁ ନଜରରେ ରଖି କିଣନ୍ତୁ ।
* ସଠିକ୍‌ ସେଡ୍‌ର ଲିପ୍‌ଷ୍ଟିକ୍‌ କିଣନ୍ତୁ: ଯେତେବେଳେ ଲିପ୍‌ଷ୍ଟିକ୍‌ କିଣିବା ପାଇଁ ଯାଉଛନ୍ତି ପ୍ରଥମେ ଆପଣ ନିଜର ସ୍କିନ୍‌ଟୋନ୍‌ ଅନୁଯାୟୀ ଲିପ୍‌ଷ୍ଟିକ୍‌ ଚୟନ କରନ୍ତୁ । ପ୍ରଥମେ ଏହା ବୁଝିବା ନିହାତି ଆବଶ୍ୟକ କେଉଁ ରଙ୍ଗର ଲିପ୍‌ଷଫିକ ଆପଣଙ୍କ ଓଠରେ କେଉଁ ପ୍ରଭାବ ପକାଉଛି । ସେଥିପାଇଁ ସବୁବେଳେ ସଠିକ୍‌ ସେଡ୍‌ର ଲିପ୍‌ଷ୍ଟିକ୍‌ କିଣନ୍ତୁ ।
* ସଚେତନ ରୁହନ୍ତୁ ଏବଂ ପଢ଼ନ୍ତୁ: ଲିପ୍‌ଷ୍ଟିକ୍‌ କିଣିବା ସମୟରେ ଲିପ୍‌ଷଫିକ୍‌ରେ ଲେଖାଥିବା ସଚେତନତାକୁ ନିଶ୍ଚିତ ପଢ଼ନ୍ତୁ । ଏହାଦ୍ୱାରା ଆପଣ କୌଣସି ଲିପ୍‌ଷ୍ଟିକ୍‌ କିଣିବା ପରେ ଧୋକା ଖାଇବେ ନାହିଁ ।
* କିଣିବା ପୂର୍ବରୁ ଟ୍ରାଏ କରନ୍ତୁ: ଲିପ୍‌ଷଫିକ୍‌ କିଣିବା ପୂର୍ବରୁ ଥରେ ଲିପ୍‌ଷ୍ଟିକ୍‌କୁ ଟ୍ରାଏ କରନ୍ତୁ । କିଛି ଲିପ୍‌ଷଫିକ୍‌ ସେଡ୍ସ ଆମ ସ୍କିନ୍‌ଟୋନ୍‌ ଏବଂ ପର୍ସନାଲିଟିକୁ ମ୍ୟାଚ୍‌ କରିନଥାଏ । ସେଥିପାଇଁ ସବବେଳେ ନିଜ ଓଠକୁ ମ୍ୟାଚ୍‌ କଲାଭଳି ଲିପ୍‌ଷ୍ଟିକ୍‌ କିଣନ୍ତୁ ।
* ଏକ୍ସପାୟର ଡେଟ୍‌ ଦେଖନ୍ତୁ: ଲିପ୍‌ଷ୍ଟିକ୍‌ କିଣିବା ସମୟରେ ଏକ୍ସପାୟର ଡେଟ୍‌ ନିଶ୍ଚିତ ଚେକ୍‌ କରନ୍ତୁ । ଗୋଟିଏ ଲିପ୍‌ଷଫିକ୍‌ର ମାନୁଫ୍ୟାକcର ହେବାପରେ ୩ ବର୍ଷ ଯାଏଁ ତାହାକୁ ବ୍ୟବହାର କରିପାରିବେ । ସେଥିପାଇଁ କିଣିବା ସମୟରେ ଏକ୍ସପାୟର ଡେଟ୍‌ ଦେଖିବା

Leave A Reply

Your email address will not be published.