ଲେମ୍ବୁ ଓ କଞ୍ଚା ଲଙ୍କା ଦୁଆରେ ଟାଙ୍ଗିଲେ କ’ଣ ହୁଏ ?

0

ଗୁରୁବାର ଦିନ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାକ କାରି ସୂତା ଆସନରେ ପୂର୍ବ ଦିଗକୁ ମୁହଁକରି ବସି ଗୋଟିଏ କାଗେଜି ଲେମ୍ବୁ ଓ ସାତଗୋଟି କଞ୍ଚାଲଙ୍କା ଗୁନ୍ଥି ସେଥିରେ ସିନ୍ଦୁର ଓ କୁକୁମ୍‌ ଲଗାଇ ଆରାଧ୍ୟକ ଦେବତାଙ୍କୁ ସ୍ମରଣ କରିବେ । ତା’ପରେ ଘରର ଦୁଆର ବନ୍ଧରେ ଝୁଲାଇ ଦବେ । ଯେପରି ମାଳାରେ ପବନ ବାଜି ଘର ଭିତରକୁ ଆସୁଥିବ । ଏପରି କଲେ ପରିବାରରୁ ଅଶା;ି ଦୂର ହୁଏ । ସର୍ବବିଧ ମଙ୍ଗଳ ହୁଏ । ବ୍ୟବସାୟ ବଢ଼େ । ଚାକିରୀରେ ଉନ୍ନତି ହୁଏ । ବିପଦରୁ ରକ୍ଷା ମିଳେ ।

Leave A Reply

Your email address will not be published.