ଲୋକସଭା ବାଚସ୍ପତି ହେବେ ଓମ୍‌ ବିର୍ଲା

0

ନୂଆଦିଲ୍ଲୀ,୧୮/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଝଟ୍‌କା ଦେଇଛନ୍ତି। ଲୋକ ସଭା ବାଚସ୍ପତି ପଦ ପାଇଁ ବହୁ ଚର୍ଚ୍ଚା ଲାଗି ରହିଥିଲା। ତେବେ ରାଜସ୍ଥାନ କୋଟା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲାଙ୍କୁ ବାଚସ୍ପତି ପଦ ପାଇଁ ଚୟନ କରି ମୋଦି ସମସ୍ତଙ୍କୁ ଚକିତ କରିଛନ୍ତି। ମଙ୍ଗଳବାର ଓମ୍‌ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କୁହାଯାଉଛି। ଏହା ଆମ ପରିବାର ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ଓମ୍‌ଙ୍କ ସ୍ତ୍ରୀ ଅମିତା ବିର୍ଲା କହିଛନ୍ତି।

Leave A Reply

Your email address will not be published.