ଶୋଇବା ପାଇଁ ଲୋକେ ଭଡାରେ ନିଅନ୍ତି କାର୍‌ : ଜାପାନ

0

ଟୋକିଓ,୧୧/୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ ପାର୍କିଂ କରି କାର୍‌ର ଏସି ଅନ୍‌ କରି ସେଠାରେ ଦୁଇ ତିନି ଘଣ୍ଟା ଶୋଇ ଥାଆନ୍ତି। ଆଉ କେହି କେହି କାର୍‌ ଭିତରେ ବସି ସାଙ୍ଗମାନଙ୍କ ସହ ମିଟିଂ କରନ୍ତି ତ ଆଉ କେହି ଫିଲ୍ମର ମଜାଉଠାନ୍ତି। ଏଠି କାର୍‌ ଭଡା ଘଣ୍ଟାକୁ ୮ ଡଲାର ବା ପାଖାପାଖି ୫୬୦ ଟଙ୍କା ଲାଗୁଥିବାରୁ ଏହା ସେମାନଙ୍କ ପାଇଁ ଶସ୍ତା ହୋଇଥାଏ ବୋଲି ସେମାନେ କୁହନ୍ତି। ବ୍ୟସ୍ତ ବହୁଳ ଜୀବନରେ ଟିକେ ରିଲାକ୍ସ କରିବାକୁ ଏମାନେ ଏଭଳି କରିଥିବା କୁହନ୍ତି।

Leave A Reply

Your email address will not be published.