ଇଣ୍ଡୋନେସିଆର ବାଲି ଦ୍ୱୀପରେ ରହିଛି ଏକ ପରମ୍ପରା। ଏଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ପୋନ୍ ଉତ୍ସବରେ ବିବାହିତା ମହିଳା ପରପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି। ଏହା କରିବା ଦ୍ୱାରା ମହିଳାଙ୍କ ସମସ୍ତ କାମନା ପୂରଣ ହୋଇ ସୌଭାଗ୍ୟ ଆସିଥାଏ ବୋଲି ବିଶ୍ୱାସ ରହିଛି । ଏହି ଉତ୍ସବରେ କେବଳ ବିବାହିତା ମହିଳାଙ୍କ ସମ୍ପର୍କ ସ୍ଥାପନ ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବାଲି ଦ୍ୱୀପର ଏକ ପାହାଡ଼ ଉପରେ ଏହି ଉତ୍ସବ ପାଳିତ ହୋଇଥାଏ। ପୁରୁଷଙ୍କୁ ଏଥିଲାଗି ସମ୍ପୃକ୍ତ ମହିଳାଙ୍କୁ ୧୦ ଡଲାର ଦେବାକୁ ପଡ଼ିଥାଏ। ଏହି ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି।