* ହ୍ୟାଣ୍ଡ ୱାସ୍ରେ ସାଧାରଣତଃ ଟ୍ରାଇକ୍ଲୋସାନ୍ ନାମକ ଏକ ପ୍ରକାରର ରସାୟନିକ ଉପାଦାନ ମିଶି ରହିଥାଏ, ଯାହା ହାତର ଚର୍ମକୁ ଅତ୍ୟନ୍ତ ଶୁଷ୍କ କରିଥାଏ । ଯଦି ଏହା ରକ୍ତ ସଞ୍ଚାଳନରେ ସାମିଲ ହୋଇଯାଏ, ତେବେ ଏହା ମାଂସପେଶୀକୁ ଆଣ୍ଡିନେସନ ପାଇଁ ଜରୁରୀକାଳୀନ ସେଲ୍ କମୁ୍ୟନିକେସନକୁ ବୃଦ୍ଧି କରିଥାଏ ।
* ଏହାକୁ ଦୀର୍ଘ ସମୟଧରି ଏବଂ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଚର୍ମ ଶୁଖି ଯାଇଥାଏ । ଯାହାଦ୍ୱାରା ନପୁଂସକତା ଏବଂ ହୃଦ୍ଜନିତ ରୋଗ ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଯଦି ଆପଣ ହାତ ଧୋଉଛନ୍ତି ତେବେ ସାବୁନ କିମ୍ବା ବିଶୁଦ୍ଧ ପାଣିରେ ସଫା କରିବା ଉଚିତ୍ ।
* ଅଧିକାଂଶ ସମୟରେ ଛୋଟ ପିଲା ହ୍ୟାଣ୍ଡ ୱାସ୍ରେ ହାତକୁ ଭଲଭାବରେ ନ ଧୋଇ ଖାଇବାକୁ ବସି ପଡନ୍ତି । ଯାହାକି ଏହି ଫେଣ ଖାଇବା ସମୟରେ ପିଲାଙ୍କ ଶରୀରକୁ ଚାଲି ଯାଇଥାଏ । ଏଥିରେ ଆଲ୍କୋହଲର ଅଂଶ ଥିବା କାରଣରୁ ପିଲାଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ ।
* ହ୍ୟାଣ୍ଡ ୱାସ୍କୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ପିଲାଙ୍କ ଇମୁ୍ୟନିଟି (ରୋଗ ପ୍ରତିରୋଧକ ଶକ୍ତି) କ୍ଷମତା ହ ୍ରାସ ପାଇଥାଏ ।
* ପିଲାଙ୍କ ପରିସ୍ରାରେ ଇନପ୍ଲେମେଟରି ତତ୍ତ୍ୱ ସି-ରିଏକଫିଭ ପ୍ରୋଟିନ ଦେଖିବାକୁ ମିଳିଥାଏ, ଯାହା ଇମୁ୍ୟନିଟିକୁ ଦୁର୍ବଳ କରିଦେଇଥାଏ ।
Prev Post