ବିବାହ ବଂଧନରେ ବାନ୍ଧିହେଲେ ବିରାଟ

0

ଓଡିଶା ଖବର : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ କ୍ରକେଟ୍‌ ତାରକା ବିରଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଇଟାଲିଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫିଲ୍ମଫେୟାର୍‌ ରିପୋର୍ଟ ମୁତାବକ, ବିରୁଷ୍କା ଇଟାଲିର ମିଲନଠାରେ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ସକାଳୁ ବିବାହ କରିଛନ୍ତି। ସେଠାରେ ଦୁଇ ପକ୍ଷର ସଂପର୍କୀୟ ଏବଂ ବନ୍ଧୁ ଉପସ୍ଥିତ ଥିବା ସୂଚନା ରହିଛି। ଫିଲ୍ମଫେୟାର୍‌ ପକ୍ଷରୁ ଆହୁରି ବି ପ୍ରକାଶ ପାଇଛି ସେ ନିଜ ବିବାହ ସଂପର୍କରେ ଦୁହେଁ ଭାରତୀୟ ସମୟ ଅନୁସାରେ ଆଜି ରାତି ୮ଟାରେ ଅଫିସିଆଲି ଘୋଷଣା କରି

Leave A Reply

Your email address will not be published.