ଭୁବନେଶ୍ବର,୨୧ /୧ : ରାଜ୍ୟରୁ ଆଜି ୩୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୨,୬୪୨ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବାବେଳେ ୧୪୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Angul: 32, Balasore: 17, Bargarh: 18, Bhadrak: 4, Balangir: 19, cuttack: 21, Dhenkanal: 3 , Ganjam: 8, Jagatsinghpur: 13, Jajpur: 8, Jharsuguda: 8, Kalahandi: 10, Kendrapada: 8, Keonjhar: 14, Khurda: 32, Koraput:17, Malkangiri: 5. Mayurbhanj: 20, Nayagarh: 2, Nuapada: 12, Puri: 22, Rayagada: 2, Sambalpur: 15, Sonepur: 1, Sundargarh: 41, State Pool: 7
Prev Post