ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସ୍ତରର ‘ଜେଡ୍ ପ୍ଲସ୍’ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬୬ ବର୍ଷୀୟ ଗୋଗୋଇ ସମଗ୍ର ଦେଶ ଭ୍ରମଣ ସମୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର ସଶସ୍ତ୍ର କମାଣ୍ଡୋମାନଙ୍କ ଦ୍ୱାରା ତାଙ୍କୁ ‘ଜେଡ୍ ପ୍ଲସ୍’ ଭିଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ।
Comments are closed.