କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୮୭ ଲକ୍ଷ ୩୬ ହଜାର, ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୧୬ ହଜାର

ନୂଆଦିଲ୍ଲୀ, ୨୩/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୮୭ ଲକ୍ଷ ୩୬ ହଜାର ୯୬୭ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୭ଟା ପର୍ଯ୍ୟନ୍ତ ୨୧ ଲକ୍ଷ ୧୬ ହଜାର ୧୫୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୯ ଲକ୍ଷ ୧୧ ହଜାର ୫୮୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୭ ଲକ୍ଷ ୯ ହଜାର ୨୫୪ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୧ ହଜାର ୨୩୯ ହେଉଛନ୍ତି ଗୁରୁତର ରୋଗୀ ।

Comments are closed.