ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ : ମମତା ବାନାର୍ଜୀ

0

କୋଲାକାତା ୨୯/୦୩ : ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆୟୋଜିତ ଏକ ଧର୍ମଘଟରେ ସାମିଲ ହୋଇ ମଞ୍ଚ ଉପରେ “ବିଜେପି ୱାଶିଂ ମେସିନ୍” ପ୍ରଦର୍ଶନ କରିଥିଲେ। ପରେ ଏହି ମେସିନରେ ଏକ କଳା ରଙ୍ଗର ‌କପଡା ଭର୍ତ୍ତି କରି ତୁରନ୍ତ ସେଥିରୁ ଏକ ଧଳା ରଙ୍ଗର କପଡା ବାହାର କରିଥିଲେ। ଏଭଳି କରି ସେ ଦେଖାଇବାକୁ ଚାହିଁଥିଲେ ଯେ, ଦୁର୍ନୀତି ଅଭିଯୋଗ ଥିବା ନେତା ବିଜେପିରେ ଯୋଗଦେବା ପରେ ନିର୍ଦ୍ଦୋଷ ହୋଇଯାନ୍ତି।

SBI AD
Leave A Reply

Your email address will not be published.