ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି : ସକାଳେ ଏଥିରୁ ପିଅନ୍ତୁ ଚାମୁଚେ…

0

ପିଆଜ ରସ ପିଇଲେ ବହୁ ରୋଗରୁ ମିଳିଥାଏ ମୁକ୍ତି। ଆୟୁର୍ବେଦରେ ପିଆଜକୁ ମହୌଷଧୀ ଭାବେ ଉଲ୍ଲେଖ କରାଯାଇଛି। ପିଆଜ ରସ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ପିଆଜ ରସରେ ମିଥାଇଲ ସଲଫାଇଡ ଏବଂ ଏମିନୋ ଏସିଡ୍‌ ରହିଥାଏ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ପ୍ରତିଦିନ ସକାଳୁ ଖାଲି ପେଟରେ ଚାମୁଚେ ପିଆଜ ରସ ପିଇଲେ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର ହୋଇଥାଏ । ପିଆଜ ଶରୀରରେ ଇନ୍‌ସୁଲିନସ୍ତରକୁ ସ୍ବାଭାବିକ କରିଥାଏ। ନିୟମିତ ଏହାକୁ ପିିଇଲେ ଡାଇବେଟିସ୍‌ ଦୂର ହୁଏ । ଗଳା ସମସ୍ୟା, ଥଣ୍ଡା ଏବଂ କଫ ଦୂର କରିବା ପାଇଁ ପିଆଜ ରସରେ ଗୁଡ଼ ଏବଂ ମହୁ ମିଶାଇ ପିଇଲେ ଉପକାର ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.