ମନାମା ସିଟି ସେଣ୍ଟର ରେ ନିଆଁ

0

ବେହେରିନ ମନାମା ସିଟି ସେଣ୍ଟର ରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ସେଠାରେ ଥିବା କିଛି ପ୍ରବାସୀ ଭାରତୀୟଙ୍କ କହିବା କଥା ନିଆଁ ଲାଗିବାର ସଠିକ କାରଣ ଜଣ ପଡି ନାହିଁ । ନିଆଁ ଲାଗିଥିବା ସିଟି ସେଣ୍ଟର ବାହାରେ ସେଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରେ ଏକ ଅଜଣା ଭୟ ଖେଳି ଯାଇଥିବା ସୂଚନା ମିଳିଛି । ତେବେ ନିଆଁ କେଉଁ କାରଣ ରୁ ଲାଗିଛି ସେ ବିଷୟରେ ସବିଶେଷ ତଥ୍ୟ ମିଳି ପରି ନାହିଁ । ସିଭିଲ ଡିଫେନ୍ସ ଟିମ ପହଁଚି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.