ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ୱେରେ ସିରିଜ୍ ଦୁର୍ଘଟଣା : ୫ ମୃତ

ମୁମ୍ବାଇ,୧୬/୨ : ମହାରାଷ୍ଟ୍ରର ରାୟଗଡରେ ବିଳମ୍ବିତ ରାତ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ୱେରେ ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ସିରିଜ୍ ଦୁର୍ଘଟଣା ହେବାରୁ ୫ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୁଣେରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଫୁଡମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

Comments are closed.