ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

0

ଭୁବନେଶ୍ୱର,୧/୩ : ବରିଷ୍ଠ ଆଇଏସ୍ ଅଧିକାରୀ ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ମଙ୍ଗଳବାର ମୁଖ୍ୟ ସଚିବ ସୁରେଶ ମହାପାତ୍ର ଅବସର ଗ୍ରହଣ କରିଥିଲେ। ପୂର୍ବରୁ ରାଜ୍ୟ ସରକାର ତାଙ୍କ ସ୍ଥାନରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ୧୯୮୯ ବ୍ୟାଚର ଆଇଏଏସ୍‌ ଅଧିକାରୀ ପ୍ରଦୀପ ଜେନା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସଆରସି) ଦାୟିତ୍ବରେ ତୁଲାଉଥିଲେ।

SBI AD
Leave A Reply

Your email address will not be published.