ଭୁବନେଶ୍ୱରରେ ରେଳ ସୁରକ୍ଷା ନେଇ ଡିଜିଙ୍କ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ଡିଜିପି ଆର.ପି ଶର୍ମା, ରେଲୱେ ଏଡିଜି ପ୍ରଣବିନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ରହିଛନ୍ତି । ଗୁଇନ୍ଦା ବିଭାଗ ଆଇଜି ମଧ୍ୟ ଯୋଗ ଦେଇଛନ୍ତି । ରେଳ ଯିବା ଆସିବା କରୁଥିବା ଯାତ୍ରୀଙ୍କ ସୁରକ୍ଷା, ମାଓ ଅଂଚଳରେ ଟ୍ରେନ ଚଳାଚଳ ନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି ।