ଭାଉଜଙ୍କୁ ବଳାତ୍କାର ଉଦ୍ୟମ : ବଲାତ୍କାରୀ ଦିଅର ଗିରଫ

0

ଘଟଣା ଘଟିଛି ସୁନ୍ଦରଗଡ ଜିଲା ବଡଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗ୍ରାମରେ । ସୂଚନା ଅନୁସାରେ, ଅଭିଯୁକ୍ତ ସନ୍ଧ୍ୟା ୭ଟାରେ ବଡଭାଇଙ୍କ ଘରକୁ ଯାଇଥିଲେ । ଘରେ ତାଙ୍କ ଭାଉଜଙ୍କ ବ୍ୟତୀତ କେହି ନ ଥିବା ଦେଖି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ । ସେ ବିରୋଧ କରିବାରୁ ମୁହଁ ଚାପି ଟେକି ନେବାକୁ ଚେଷ୍ଟା କଲାବେଳେ ପାଟି କରିବାରୁ ତାଙ୍କ ସ୍ବାମୀ ପହଞ୍ଚି ଯିବା ଦେଖି ଅଭିଯୁକ୍ତ ଦୌଡି ପଳାଇଥିଲେ । ଏହି ଘଟଣା ପରେ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ତେବେ ସ୍ଥାନୀୟ ଅଂଚଳବାସି ଏଭଳି ଘଟଣା କୁ ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତକୁ କଠୋର ରୁ କଠୋର ଶାସ୍ତି ମିଳିବ ଦରକାର ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.