ମର୍ମନ୍ତୁଦ ସଡ଼କ ଦୁଘର୍ଟଣା : ୭ ମୃତ

0

ନୂଆଦିଲ୍ଲୀ, ୦୮/୦୫ : ପଞ୍ଜାବର ପଟିୟାଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଏକ ସ୍କୁଲ ଭ୍ୟାନ ଏବଂ ଡମ୍ପର ଧକ୍କା ଜୋରଦାର ଧକ୍କା ହେବାରୁ ୬ ପିଲାଙ୍କ ଜୀବନ ଚାଲିଯାଇଛି । ଏହାସହିତ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସମାନା-ପଟିୟାଲା ରୋଡ ଟୋଲ ପ୍ଲାଜା ନିକଟରେ ସ୍କୁଲ ବସ୍ ଏବଂ ବାଲି ଭର୍ତ୍ତି ଡମ୍ଫର ଧକ୍କା ହୋଇଥିଲା । ପଟିୟାଲା ଭୂପିନ୍ଦ୍ରା ପବ୍ଲିକ ସ୍କୁଲର ରହିଥିଲେ । ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଯାଇଥିବା ବେଳେ ଭ୍ୟାନ୍ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.