ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ କୋଟି ୭ ଲକ୍ଷ ୨୦ ହଜାର, ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୬୪ ହଜାର
ନୂଆଦିଲ୍ଲୀ, ୨୬/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୮ କୋଟି ୭ ଲକ୍ଷ ୨୦ ହଜାର ୨୮୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଲକ୍ଷ ୬୪ ହଜାର ୬୯୮ ଜଣଙ୍କର ମୃତ୍ୟୁ ହୋଇଛି ।…
Read More...
Read More...