ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟକୁ ମିଳିବ ଅନୁମୋଦନ
ପୁରୀ, ୧୭/୧୧ : ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ତେବେ ଅନ୍ୟ ପରିଚାଳନା କମିଟି ବୈଠକଠାରୁ ଏହି ବୈଠକର ଗୁରୁତ୍ବ ଅଧିକ ରହିବ। ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଅନୁମୋଦନ ହେବ…
Read More...
Read More...