ବେଳେବେଳେ କିଛି ଭୁଲ୍ ଖାଦ୍ୟ ଖାଇବା କାରଣରୁ କିଛି ବ୍ୟକ୍ତି ଫୁଡ୍ ପଏଜନିଂର ଶିକାର ହୋଇଥାନ୍ତି । ଯେଉଁଥିପାଇଁ ସ୍ଥିତି ବହୁତ ଗମ୍ଭିର ହୋଇଥାଏ । ସେଥିପାଇଁ ସମୟ ପୂର୍ବରୁ ଚିକିସିା କରିବା ନିହାତି ଆବଶ୍ୟକ । ତେବେ ଆସ;ୁ ଜାଣିବା ଫୁଡ୍ ପଏଜନିଂର ଘରୋଇ ଉପଚାର ସମ୍ପର୍କରେ ।
ଦହିର ପ୍ରୟୋଗ: ଫୁଡ୍ ପଏଜନିଂ ଲାଗି ଦହି ବେଶ୍ ଉପଚାରୀ । ତେଣୁ ଦହିରେ କିଛି ପାଣି ଓ ଚିନି ମିଶାଇ ଲସି ପ୍ରସ୍ତୁତ କର;ୁ ଏବଂ ଫୁଡ୍ ପଏଜନିଂ ହେବା ସମୟରେ ଏହି ଲସିକୁ ପିଇଦିଅ;ୁ ।
ଲେମ୍ବୁର ପ୍ରୟୋଗ: ସାଧାରଣତଃ ଲେମ୍ବୁରେ ଆଣ୍ଟି-ଭାଇରାଲ୍ ଗୁଣ ନିହିତ ଥାଏ । ଯାହାକି ଫୁଡ୍ ପଏଜନିଂର ବ୍ୟାକେଫରିଆକୁ ଦୂର କରି ଆପଣଙ୍କୁ ମୁକ୍ତି ଦେଇଥାଏ । ଆପଣ ଏକ କପ୍ ଗରମ ପାଣି ନେଇ ସେଥିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲି ପେଟରେ ପିଇଦିଅ;ୁ । ଏହା ଦ୍ୱାରା ଆପଣଙ୍କର ଫୁଡ୍ ପଏଜନିଂ ଜନିତ ସମସ୍ୟା ଦୂର ହୋଇଥାଏ ।
Prev Post