ରାଜ୍ୟରେ ଆଜି ସୁସ୍ଥ ହେଲେ ୭୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୯/୧୧ : ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣରେ ଆସୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦୭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ଖାଦ୍ୟ ସୁରକ୍ଷା ଆଇନକୁ ଫୁ : କଟକରେ ମାଳମାଳ ନକଲି କାରଖାନା

ଭୁବନେଶ୍ୱର(ପ୍ରଦୀପ୍ତ କୁମାର ଦାସ ), ୨୯/୧୧ : କଟକ ସହର ଓ ଏହାର ଉପକଣ୍ଠ ସ୍ଥିତ ବିଭିନ୍ନ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ଖାଦ୍ୟ ସାମଗ୍ରୀର ନକଲି କାରଖାନା ଠାବ ହେବାରେ ଲାଗିଛି । ରବିବାର ବୟାଳିଶ ମୌଜା ଶ୍ରୀରାମବଜାର…
Read More...

ବଲିଉଡ ଅଭିନେତା ରାହୁଲ ରାୟଙ୍କ ବ୍ରେନ ଷ୍ଟ୍ରୋକ

ମୁମ୍ବାଇ : ସୁପରହିଟ୍ ମ୍ୟୁଜିକାଲ ଡ୍ରାମା ପିଲ୍ମ ‘ଆଶିକି’ର ଅଭିନେତା ରାହୁଲ ରାୟଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଛି। ରାହୁଲ ରାୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ଏଲଏସି: ଲାଇଭ୍ ଦି ବ୍ୟାଟ୍ କାର୍ଗିଲର ସୁଟିଂ ସମୟରେ ବ୍ରୋନ୍…
Read More...

ସରକାର ଚାଷୀମାନଙ୍କ କଥା ଶୁଣନ୍ତୁ, ସେମାନେ ପାକିସ୍ତାନୀ ନୁହଁନ୍ତି : ଆନ୍ନା ହଜାରେ

ନୂଆଦିଲ୍ଲୀ, ୨୯/୧୧ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀମାନେ ସିନ୍ଧୁ ସୀମାରେ ଧାରଣା ପ୍ରଦର୍ଶନ କରୁଛନ୍ତି । ଏନେଇ କୃଷକ ସଂଗଠନମାନଙ୍କ ସହ ସରକାର କଥାବାର୍ତ୍ତା କରିବାକୁ ନିମନ୍ତ୍ରଣ କରିଥିଲେ ବି କୃଷକ ସଂଗଠନ…
Read More...

ଲିଫ୍ଟରେ ଚାପିହୋଇ ୫ ବର୍ଷର ଶିଶୁର ମୃତ୍ୟୁ, ସିସିଟିଭିରେ କଏଦ୍ ହେଲା ସମ୍ପୁର୍ଣ୍ଣ ଘଟଣା

ମୁମ୍ବାଇ, ୨୯/୧୧ : ଲିଫ୍ଟରୁ ବାହାରିବା ସମୟରେ ଲିଫ୍ଟ ଦ୍ୱାର ନିକଟରେ ଚାପି ହୋଇ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି ପୁରା ଘଟଣା ଲିଫ୍ଟରେ ଥିବା ସିସିଟିଭିରେ କଏଦ ହୋଇଛି । ମୁମ୍ବାଇର ଧରାବୀ ଅଞ୍ଚଳରେ ଏହି…
Read More...

ଆସନ୍ତାକାଲି ଶିବସେନାରେ ଯୋଗଦେବେ ବଲିଉଡ୍ ହିରୋଇନ୍ ଉର୍ମିଲା ମୋତୋଣ୍ଡକର

ମୁମ୍ବାଇ, ୨୯/୧୧ : ମୁମ୍ବାଇ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳକୁ ବିରୋଧକରି ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଉର୍ମିଲା ମୋତୋଣ୍ଡକର ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ…
Read More...

ରାଜନୀତିରେ ଏଣ୍ଟ୍ରି କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ !

ନୂଆଦିଲ୍ଲୀ, ୨୯/୧୧ : ଭାରତୀୟ ଚଳଚ୍ଚିତ୍ରରେ ନିଜର ପରାକାଷ୍ଠା ଦେଖାଇ ସାରିଥିବା ରଜନୀକାନ୍ତ ଏବେ ପ୍ରତ୍ୟେକ୍ଷ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ସୋମବାର ବଡ଼…
Read More...

ସରିଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର, ୨୯/୧୧ : ମାତ୍ର ୧୦ ଦିନ ଚାଲିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଯାଇଛି । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆଜି ରାଜ୍ୟ ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର…
Read More...

ସିରିଜ୍ ଜିତିଲା ଅଷ୍ଟ୍ରେଲିଆ, ୨ୟ ଦିନିକିଆରେ ମଧ୍ୟ ହାରିଲା ଭାରତ

ସିଡନି, ୨୯/୧୧ : ପ୍ରଥମ ମ୍ୟାଚ୍ ପରି ଦ୍ଵିତୀୟ ମୁକାବିଲାରେ ମଧ୍ୟ ଭାରତୀୟ ଦଳ ସବୁ ବିଭାଗରେ ନିରାଶଜନକ ପ୍ରଦର୍ଶନ କରି ପରାଜୟ ଭୋଗିଛି। ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଆଜି ଖେଳାଯାଇଥିବା ୨ୟ ଦିନିକିଆରେ ଭାରତକୁ ୫୧…
Read More...

ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୬ ମୃତ, ୧୭ ଗୁରୁତର

ନୂଆଦିଲ୍ଲୀ, ୨୯/୧୧ : ଆଫଗାନିସ୍ତାନରେ ଏକ ସେନା ଶିବିରରେ ଆତ୍ମଘାତୀ ବିସ୍ପୋରଣ ହୋଇଛି । ଏହି ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ୧୭ରୁ ଅଧିକ ଆହତ ହୋଇଛନ୍ତି । ତାଲିବାନ…
Read More...