ବାସୀ ରୁଟିର ଫାଇବା…

0

ଘରେ ଯଦି କୌଣସି ଦିନ ଅଧିକ ରୁଟି ତିଆରି ହୋଇଯାଏ ତେବେ ତାକୁ ପର ଦିନ ଖାଇବା ବଦଳରେ ଆମେ ତାକୁ ଫୋପାଡ଼ି ଦେଇଥାଉ । କିନ୍ତୁ ଏକ ଗବେଷଣାରୁ ଜଣା ପଡୁଛି ଯେ ତାଜା ରୁଟି ଅପେକ୍ଷା ବାସୀ ରୁଟି ଖାଇବା ଆମ ଶରୀର ପାଇଁ ଅଧିକ ଲାଭ ଦାୟକ । ତେବେ ଆସନ୍ତୁ ଜାଣିବା ଏହାର କାରଣ…
*ବାସୀ ରୁଟିରେ ଥାଏ ତାଜା ରୁଟି ଅପେକ୍ଷା ଅଧିକ ପୁଷ୍ଟିକର ପଦାର୍ଥ ସାଙ୍ଗକୁ ପ୍ରୋଟିନ ଯାହା ଆମ ଶରୀରର ଉର୍ଜା ବଢ଼ାଇବାରେ ସାହାଯ୍ୟ କରେ ।
* ସାଧାରଣ ମଣିଷ ଅପେକ୍ଷା ଜଣେ ମଧୁମେୟ ରୋଗୀ ପାଇଁ ବାସୀ ରୁଟି ବେଶୀ ଲାଭ ଦାୟକ । କାରଣ ବାସୀ ରୁଟି ସେମାନଙ୍କ ରକ୍ତରେ ଥିବା ଗ୍ଲìକୋଜ୍‌ର ପରିମାଣକୁ ନିୟନ୍ତ୍ରଣରେ ରଖେ ।
*ରକ୍ତ ଚାପ ରୋଗୀମାନେ ଯଦି ପ୍ରତିଦିନ ଥଣ୍ଡା କ୍ଷୀରରେ ବାସୀ ରୁଟି ଖାଇବେ ତେବେ ସେମାନଙ୍କ ରକ୍ତ ଚାପ କନ୍‌ଣ୍ଟ୍ରୋଲରେ ରୁହେ ।
*ଜିମ୍‌ରୁ ଫେରି ଆପଣ ଯଦି ବ୍ରେକ୍‌ଫାଷ୍ଟରେ ବାସୀ ରୁଟି ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ଶରୀରର ତାକମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
*ପତଳା ସ୍ୱାସ୍ଥ୍ୟ ଲୋକାମାନେ ଯଦି ପ୍ରତିଦିନ ବାସୀରୁଟି ଖାଇବେ ତେବେ ସେମାନେ ଖୁବ୍‌ କମ୍‌ ଦିନରେ ମୋଟା ହେଇପାରିବେ । ଏହା ସମ୍ଭବ ହେବ କେବଳ ବାସୀ ରୁଟିରେ ଥିବା ହାଇ ଫାଇବର ଓ ପ୍ରୋଟିନ ଯୋଗୁ ।

Leave A Reply

Your email address will not be published.