ସୁଜି ନଡିଆ ବର୍‌ଫି

0

ସାମଗ୍ରୀ- ସୁଜି- ୨କପ୍‌, ନଡିଆ କୋରା- ୧ କପ୍‌, ଚିନି- ୧ କପ୍‌, ଗୁଜୁରାତି ଗୁଣ୍ଡ- ୧/୨- ଚାମଚ, ପାଣି- ଜନ୍ତିବା ପାଇଁ, ଘିଅ- ହାତରେ ମାରିବା ପାଇଁ, କାଜୁ ବାଦାମ- କଟା, ସାଫ୍ରନ୍‌ ଚିମୁଟାଏ ।
ପ୍ରଣାଳୀ- ସୁଜିକୁ ହାଲକା ଭାଜି ରଖ;ୁ ଛ କରେଇରେ ପାଣି ଫୁଟାନ୍ତୁ । ଲୁଣ, ସାଫ୍ରନ୍‌, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଚିନି ମିଶିଗଲେ ନଡିଆ କୋରା ପକାଇ, ତା’ପରେ ସୁଜି ପକାଇ ଘାଣ୍ଟନ୍ତୁ । ପାଣି ମରି ବହଳିଆ ହୋଇଗଲେ ଘିଅ ଲଗା ଥାଳିକୁ କାଢି ହାତରେ ଚାପି ସାଇଜ୍‌ କରିଦିଅନ୍ତୁ । ଏହା ପରେ କଟା ହୋଇଥିବା କାଜୁକୁ ସଜାଇ ଦିଅନ୍ତୁ । ଥଣ୍ଡା ହେଲେ ବିଭିନ୍ନ ଆକୃତିରେ କାଟି ସର୍ଭ କରନ୍ତୁ ।

Leave A Reply

Your email address will not be published.