ଆଣ୍ଠୁ ଓ କହୁଣୀ କଳାଦାଗର ଉପଚାର

0

ଖରାଦିନେ ଛୋଟ କପଡ଼ା ପିନ୍ଧିବାର ସମୟ ଆସିଲେ ପ୍ରଥମେ ନଜରଯାଏ ଦେହରେ ଥିବା କଳାଦାଗ ଉପରେ । ଛୋଟ ଡ଼୍ରେସ୍‌ ପିନ୍ଧିବାପାଇଁ ଆଣ୍ଠୁ ଏବଂ ହାତକହୁଣୀରେ ଥିବା କଳାଦାଗ ସାଜିଥାଏ ଘାତକ । ଅନେକ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇଥାଏ ଯାହା ଫଳରେ ସେମାନେ ଛୋଟ କପଡ଼ା ପିନ୍ଧି ପାରନ୍ତି ନାହିଁ । ତେବେ ଆସ;ୁ କେତେକ ଘରୋଇ ଉପଚାର ବ୍ୟବହାର କରି ଏହି କଳାଦାଗକୁ ଦୂର କରିବା ।
*ହଳଦୀ ଜୀବାଣୁ ନାସକ ହୋଇଥିବା ସମୟରେ ମହୁ ଏକ ମଏଶ୍ଚରାଇଜର୍‌ ଭାବେ କାମ ଦେଇଥାଏ । ତେବେ ହଳଦୀ, ମହୁ ଓ କ୍ଷୀର କୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କର;ୁ ଏବଂ ଏହାକୁ କଳାଦାଗରେ ବ୍ୟବହାର କର;ୁ । ୨୦ ମିନିଟ୍‌ ରଖି ଏହାକୁ ଥଣ୍ଡା ପାଣିରେ ଧୁଅ;ୁ । ଏପରି କରିବା ଫଳରେ କଳାଦାଗ ଧୀରେ ଧୀରେ ଦୂର ହେବାକୁ ଲାଗିବ ।
*ଲେମ୍ବୁ ଏବଂ ମହୁକୁ ମିଶାଇ ଏହାକୁ କଳାଦାଗରେ ବ୍ୟବହାର କର;ୁ ଏପରି ବାରମ୍ଭାର କରିବା ଦ୍ୱାରା କଳାଦାଗ ଧୀରେ ଧୀରେ ଦୂର ହେବାକୁ ଲାଗିବ ।
*ବେସନ, ଲେମ୍ବୁ ଓ ଗୋଲାପ ଜଳକୁ ଭଲଭାବରେ ମିଶାଇ ଏହାକୁ କଳାଦାଗ ସ୍ଥାନରେ ପ୍ରଲେପ ଦିଅ;ୁ ୩୦ ମିନିଟ୍‌ ରଖି ଧୋଇଦିଅ;ୁ । ସପ୍ତାହକୁ ଏହିପରି ୨ରୁ ୩ ଥର ବ୍ୟବହାର କଲେ କଳାଦାଗ ପଣ ଦୂର ହେବାକୁ ଲାଗିବ ।

SBI AD
Leave A Reply

Your email address will not be published.