ଇଛା ପୂରଣ କରୁଥିବା ମନ୍ଦିର

ଧର୍ମ, ପରମ୍ପରା ଓ ଭଗବାନକୁ ବିଶ୍ୱାସ ରଖୁଥିବା ଦେଶ ହେଉଛି ଭାରତ । ଯେଉଁ ବ୍ୟକ୍ତିର ଆଶା ଓ ବିଶ୍ୱାସ ଭଗବାନଙ୍କ ସହ ମିଶି ଯାଏ, ସେ ଭଗବାନଙ୍କ ସହ ସମାନ ହୋଇଯାଏ । ଦୁନିଆରେ ଏମିତି ଅନେକ ଚମକିାର ମନ୍ଦିର ରହିଛି । ଅହମ୍ମଦାବାଦର ଶ୍ରୀ ହନୁମାନଜୀ ମନ୍ଦିରକୁ ଲୋକମାନେ ବିଦେଶ ଯିବା ପାଇଁ ଭିସା ଭଗବାନଙ୍କ ପାଖରେ ପ୍ରାର୍ଥନା କରିନ୍ତି ପାଇଁ । ମାନସିକ କରି ବହୁ ଲୋକମାନେ ଏଠାକୁ ଆସନ୍ତି । କାନାଡ଼ା, ଅଷ୍ଟ୍ରେଲିଆ, ଆମେରିକା ଓ ୟୁରୋପ ଯିବା ପାଇଁ ଭଗବାନଙ୍କ ପାଖରେ ମାନସିକ ରଖନ୍ତି। ଭିସା ପାଇବା ପାଇଁ ଲୋକମାନଙ୍କ ପାଖରେ ଏତେ ବିଶ୍ୱାସ ବଢ଼ି ଯାଇଛି ଯେ ସୋମାନେ ହନୁମାନ ଜୀଙ୍କ ଚରଣକୁ ଆସନ୍ତି । ଯେ କେହି ବି ମାନସିକ କରି, ଭକ୍ତି , ଶ୍ରଦ୍ଧା ଓ ବିଶ୍ୱାସ ସହ ଅସନ୍ତି ତାଙ୍କ ମାନସିକ ଏହି ମନ୍ଦିରରେ ପୂର୍ଣ୍ଣ ହୁଏ । ଦକ୍ଷିଣ ହେଦାରବାଦର ଚିଲକୁର ବାଲାଜୀ ମନ୍ଦିର ଓ ଉତ୍ତର ପଞ୍ଜାବର ଶିଖ୍‌ ଗୁରୁଦ୍ୱାରରେ ମଧ୍ୟ ଲୋକେମାନେ ଭିସାର ପାଇଁ ପ୍ରାର୍ଥନା କରିବା ପାଇଁ ଆସନ୍ତି ।

SBI_Festive_Digital Billboard