ଏସସି ସେଲ ଅଧ୍ୟକ୍ଷଙ୍କୁ ଭେଟିଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସରଗିଆ

ନୂଆଦିଲ୍ଲୀ,୦୫/୧୦ : ନୂଆଦିଲ୍ଲୀରେ ଶୁକ୍ରବାର କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସରଗିଆ ଏଆଇସିସିର ଏସସି ସେଲ୍ ଅଧ୍ୟକ୍ଷ ନିତୀନ ରାୱତଙ୍କୁ ଭେଟିଛନ୍ତି। ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ସଗରିଆ ଶ୍ରୀ ରାୱତଙ୍କୁ ଭେଟିଛନ୍ତି। ପିସିସି ଏସି ସେଲ ଅଧ୍ୟକ୍ଷ ପଦ ହରାଇବା ପରେ ଅସନ୍ତୋଷ ପ୍ରକାଶ କରି ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ।