ଓଲଟା ପାଦରେ ଚାଲୁଥିବା ବାଳକ

ଛୋଟବେଳୁ ବହୁତ କାଳ୍ପନିକ ଗପ ଶୁଣିଛେ। ଏପରି ଶୁଣିବାକୁ ମିଳିଛି ଯେ ଭୂତର ପାଦ ଓଲଟା ଥାଏ ତେଣୁ ସେ ଓଲଟା ଚାଲେ। କିନ୍ତୁ ଏପରି ମଣିଷ ଅଛନ୍ତି ଯାହାଙ୍କର ପାଦ ଓଲଟା । ଏବେ ଠାବ କରାଯାଇଅଛି ଏପରି ଏକ ଅଦ୍ଭୁତ ମଣିଷ। ମେକ୍ସେୱଲ୍‌ ଡେ ନାମକ ଜଣେ ୧୪ ବର୍ଷୀୟ ଲଣ୍ଡଂନ ଯୁବକ ନିଜ ଗୋଡରେ ଅଦ୍ଭୁତ ପ୍ରଦର୍ଶନୀ ଦେଖାଇ ଗନିଜ୍‌ ବୁକର ରେକର୍ଡ ତାଲିକାରେ ସାମିଲ ହୋଇଛନ୍ତି । ସେ ନିଜ ଡାହାଣ ଗୋଡକୁ ୧୫୭ଂ ଏବଂ ବାମ ଗୋଡକୁ ୧୪୩ଂ ବୁଲାଇ ବିଭିନ୍ନ ପ୍ରଦର୍ଶନୀ ଦେଖାଇ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛନ୍ତି। ପୂର୍ବେର୍ ମୋସସ୍‌ ଲେନ୍‌ହେମ୍‌ଙ୍କୁ ଏହି ପ୍ରଦର୍ଶନୀ ଦେଖାଇ ରେକର୍ଡ ତାଲିକରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ୧୨୦ଂ ପର୍ଯ୍ୟନ୍ତ ଗୋଡ ବୁଲାଇ ପାରୁଥିଲେ।

SBI_Festive_Digital Billboard