ଛେନା ଡାଲମା

ପ୍ରସ୍ତୁତି ସାମଗ୍ରୀ- ବୁଟଡାଲି ୨କପ୍‌, ମଇଦା ୧ଚାମଚ, ଜିରା ୨ଚାମଚ, ଚିନି ୧ଚାମଚ, ଚିପୁଡ଼ା ଛେନା ୧କପ୍‌, ପିଆଜ, ଅଦା, କଞ୍ଚାଲଙ୍କା, ତେଲ ୨ଚାମଚ, ଡାଲଚିନି, ଲବଙ୍ଗ, ଗୁଜୁରାତି ଗୁଣ୍ଡ, ପରିମାଣ ମୁତାବକ ଲୁଣ ଓ ହଳଦୀ ।
ପ୍ରଣାଳୀ- ଛେନାକୁ ଭଲରେ ଚକଟି ପ୍ରେସରକୁକରରେ ସିଝେଇ ନିଅ;ୁ । ଛୋଟ ଛୋଟ ଖଣ୍ଡ କରି କାଟ;ୁ । ବୁଟ ଡାଲିରେ ଲୁଣ, ହଳଦୀ, ଚିନି ଦେଇ ସିଝେଇ ଦିଅ;ୁ । ତେଲରେ ପିଆଜ, ଲଙ୍କା, ଜିରା ଫୁଟେଇ ଡାଲିକୁ ବଘାରି ନିଅ;ୁ । ଏବେ ଏଥିରେ ଗମର ମସଲା ଗୁଣ୍ଡ ପକେଇ ଦିଅ;ୁ । ଓହ୍ଲାଇବା ଆଗରୁ ଛେନା ଖଣ୍ଡ ପକାଇ ଦିଅ;ୁ । ଏବେ ଏହାକୁ ଗରମ ଗରମ ଖାଇବାକୁ ଦିଅ;ୁ ।