ସମ୍ଭୋଗ କେବଳ ମନର କାମନା ମେଣ୍ଟାଏ ନାହିଁ, ନାରୀ ଓ ପୁରୁଷ ମଧ୍ୟରେ ନିୟମିତ ସେକ୍ସ ଉଭୟଙ୍କ ପାଇଁ ଲାଭଦାୟକ ହୋଇଥାଏ । ସେକ୍ସ ଆପଣଙ୍କ ଭଲ ନିଦ ଦେଇଥାଏ । ଆପଣଙ୍କ ମାନସିକ ଚାପ ହାଲୁକା କରିଦିଏ । ତା’ ସହ ଶରୀରରୁ ମେଦ କମାଇଦିଏ । ଯେଉଁ ମହିଳା ନିୟମିତ ସେକ୍ସ କରନ୍ତି । ସେମାନଙ୍କ ଶରୀର ଡଉଲଡାଉଲ ରହିଥାଏ । ବେଶି ମୋଟି ହୁଅନ୍ତି ନାହିଁ । ଶରୀରରେ ଚର୍ବି ତରଳିଯିବା ଫଳରେ ଅଧିକ ସେକ୍ସି ଦେଖାଯାନ୍ତି । ନିକଟରେ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁସାରେ ଯେଉଁ ପୁରୁଷ ସପ୍ତାହକୁ ଦୁଇଥର ସେକ୍ସ କରନ୍ତି । ସେମାନେ ହୃଦଘାତର ଶିକାର ହୁଅନ୍ତି ନାହିଁ । ମାସକୁ ଥରେ ସେକ୍ସ କରୁଥିବା ପୁରୁଷଙ୍କ ତୁଳନାରେ ସପ୍ତାହକୁ ଦୁଇଥର ସେକ୍ସ ସମ୍ପର୍କ ରଖିଥିବା ପୁରୁଷମାନେ ଅଧିକ ସୁସ୍ଥ ଥିବାର ଜଣାପଡ଼ିଛି । ମୁଣ୍ଡ ବଥା ହେଉଛି କହି ସେକ୍ସରୁ ବର୍ତ୍ତିବାକୁ ଉଦ୍ୟମ କରୁଛନ୍ତି କି, ସେପରି ଭୁଲ କଦାପି କର;ୁନି । କାମୋତ୍ତେଜନା ସମୟରେ ଶରୀରରେ ଅକ୍ସିଟକ୍ସିନ ନାମକ ହର୍ମୋନ ସ୍ତର ୫ ଗୁଣ ବଢ଼ିଯାଏ । ଠିକ ସେହି ସମୟରେ ଇଣ୍ଡୋରଫିନ୍ସ ନାମକ ହର୍ମୋନ ନିର୍ଗମନ ହୁଏ ଯାହା ଶରୀର ଦରଜରୁ ଉପଶମ ମିଳିଥାଏ । ନିୟମିତ ସେକ୍ସ ଫଳରେ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଫଳରେ ଜ୍ୱର ଓ ଥଣ୍ଡା ଭଳି ଛୋଟଛୋଟ ବେମାର ସହ ଲିବା ପାଇଁ ଶରୀରକୁ ଖୋରାକ ମିଳିଥାଏ । କର୍ମକ୍ଷେତ୍ର ଅବା ପାରିବାରିକ ଚାପରେ ଚିନ୍ତିତ ଅଛନ୍ତି ? ସେକ୍ସ କେବଳ ଆପଣଙ୍କ ମାନସିକ ସ;ୁଳନ ରକ୍ଷା କରେନା, ବରଂ ଚାପ ଦୂର ପାଇଁ ମନରେ ଉତ୍ସାହ ଭରିଦିଏ । ସେକ୍ସ ସମୟରେ ଶରୀରରେ ହୃତପିଣ୍ଡର ସ୍ପନ୍ଦନ ବିଯାଏ । ଫଳରେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ତାଜା ରକ୍ତ ସଞ୍ଚାଳନ ହୋଇଥାଏ । ଆପଣଙ୍କ ଥକାପଣ ଦୂର ହୋଇଯାଏ । ଆପଣଙ୍କ ମନ ଯୁବସୁଲଭ ପାଲଟିଯାଏ ।