ନଡ଼ିଆ ରସ ମଟନ

ପ୍ରସ୍ତୁତି ସାମଗ୍ରୀ- ୫୦୦ଗ୍ରାମ୍‌ ମଟନ୍‌ ମାଂସ, ଅଳ୍ପ ତେ;ୁଳି, ୨ଟା ପିଆଜ, ଅଳ୍ପ ୧ଚାମଚ ଲଙ୍କା ପାଉଡ଼ର, ୩ଗୋଟି କଞ୍ଚା ଲଙ୍କା, ଅଧକପ୍‌ ଘିଅ, ଫାଳେ ନଡ଼ିଆ, ୩ପାଖୁଡ଼ା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ।
ପ୍ରଣାଳୀ- ନଡ଼ିଆକୁ କୋରି ବାଟିଦେବେ । ସେଥିରେ ୧କପ୍‌ ଗରମ ପାଣିଦେଇ ଚକଟି ରସ ବାହାର କରି ରଖିବେ । ସେହି ନଡ଼ିଆ ଖଦଢରେ ଆଉ କପ୍‌ ଗରମ ପାଣି ପକାଇ ଚକଟି ଆଉ ୨କପ୍‌ ରସ-ବାହାର କରିଦେବେ । ତୃତୀୟ ଥର ବାହାରିଥିବା ନଡ଼ିଆ ରସରେ ତେ;ୁଳିକୁ ଚକଟି ରଖିବେ । ଚକଟି କରିବା ପରେ ଛାଣି ଦେବେ । ମଟନ୍‌କୁ ଛୋଟ ଛୋଟ କରି କାଟି ସଫାକରି ଦେବେ । ଚୁଲିରେ ପ୍ରସ୍ତୁତ କରିବା ପାଇଁ ପାତ୍ର ବସେଇ ସେଥିରେ ଘିଅ ପକା;ୁ ଏବଂ ସରୁ ସରୁ ପିଆଜକୁ କାଟି ସେଥିରେ ପକା;ୁ । ପିଆଜ ଭଜା ଲାଲ ହୋଇଗଲା ପରେ ସେଥିରେ କଞ୍ଚା ଲଙ୍କାକୁ ଛେଚିକରି ପକାଇଦିଅ;ୁ । ମାଂସରେ ଲୁଣ, ହଳଦୀ ଏବଂ ଲଙ୍କା ଗୁଣ୍ଡ ଦେଇ ପିଆଜ ଭଜାରେ କଷ;ୁ । ମାଂସରୁ ପାଣି ମରିଗଲା ପରେ ସିଝିବା ପାଇଁ ପାଣି ଦେଇଦିଅ;ୁ । ମାଂସ ସିଝିଗଲେ ସେଥିରେ ତେ;ୁଳି ମିଶା ନଡ଼ିଆରସ ପକାଇ ୫ମିନିଟ୍‌ ଫୁଟାଇବା ପରେ ସେଥିରେ ମୋଟା ନଡ଼ିଆ ରସ ପକାଇ ଆଉ ଦୁଇ ମିନିଟ୍‌ ଫୁଟାଇ ଓହ୍ଲାଇଦେବେ । ଏଥିରେ ବୋଶି ପାଣି ରହିବ ନାହିଁ ।