ପାକିସ୍ଥାନରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୪.୮

ନୂଆଦିଲ୍ଲୀ, ୦୩/୦୮ : ପାକିସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୮ । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡିଛି । ବିଳମ୍ବିତ ରାତି ପ୍ରାୟ ୧୨.୪୦ ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଫଳରେ ଭୟରେ ଘରୁ ଦୌଡିବା ଆରମ୍ଭ କରିଥିଲେ । ଏହି ଭୂକମ୍ପରେ କୌଣସି ଜନଜୀବନ ହାନି ଘଟିଥିବା ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।