ପାଚିଲା କଦଳୀ ପୁଡିଂ

ପ୍ରସ୍ତୁତି ସାମଗ୍ରୀ- ପାଚିଲା କଦଳୀ-୪ଟା, ସିଝା କ୍ଷୀର-୧କପ୍‌, ଚିନି-୫୦ଗ୍ରାମ୍‌, ମଇଦା-୫୦ଗ୍ରାମ୍‌, ଅଣ୍ଡା-୧ଟା, ଘିଅ-୨ଚାମଚ।
ପ୍ରଣାଳୀ- ଅଣ୍ଡାକୁ ଭାଙ୍ଗି ଦିଅ;ୁ । ଏହା ସହିତ କ୍ଷୀର, ଘିଅ ଓ ଚିନି ଭଲଭାବରେ ଫେଣ୍ଟି ଦିଅ;ୁ । ସେଥିରେ ମଇଦାକୁ ମିଶା;ୁ । ପୁଡିଂ ପାତ୍ରରେ ଘିଅ ମାରି ମିଶ୍ରଣକୁ ଢାଳ;ୁ । ଉପରେ କଦଳି ଗୋଲ ଗୋଲ କାଟି ସଜାଇ ଦିଅ;ୁ । ଅଧଘଣ୍ଟା ପର୍ଯ୍ୟନ୍ତ ପ୍ରେସର କୁକୁରରେ ଷ୍ଟିମ୍‌ କରିଦିଅ;ୁ ।