ପ୍ରଧାନମନ୍ତ୍ରୀଙ୍କ “ପରୀକ୍ଷା ପେ” ଚର୍ଚ୍ଚାରେ ଯୋଗଦେବେ ପ୍ରାର୍ଥନା ସାହୁ

0

ଭଦ୍ରକ, ୨୭/୧ : ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅନ୍‌ଲାଇନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଛନ୍ତି। ଆସନ୍ତା ୨୯ ତାରିଖରେ ଦିଲ୍ଲୀର ତାଲକୋତୋରା ଷ୍ଟାଡିୟମରେ ହେବାକୁ ଥିବା ପରୀକ୍ଷା ପେ’ ଚର୍ଚ୍ଚାରେ ସେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.