ଭୁବନେଶ୍ୱର,୧୬।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ବିଜେଡି ନେତାଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି। କେଉଁ ବିଜେଡି ନେତାଙ୍କୁ କେଉଁ ପଦରେ ନିଯୁକ୍ତ କରାଯାଇଛି ଆସନ୍ତୁ ଜାଣିବା –
ଲେନିନ ମହାନ୍ତି- ସମ୍ପାଦକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ, ସୁଜିତ କୁମାର- ଉପଦେଷ୍ଟା, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଅନୁଭବ ପଟ୍ଟନାୟକ- ଉପଦେଷ୍ଟା ଇଟି ଆଣ୍ଡ ଆଇଟି, କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉତ୍କଳ କେଶରୀ ପରିଡ଼ା- ଉପଦେଷ୍ଟା, ଚିଲିକା ଉନ୍ନୟନ ବିଭାଗ, ଦେବାଶିଷ ଘୋଷ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ, ସୁଲତା ଦେଓ -ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ, ଜନ୍ମେଜୟ ଲେଙ୍କା-ଉପଦେଷ୍ଟା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ, ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ବୋର୍ଡ, ଦେବାଶିଷ ମହାନ୍ତି-ଅଧ୍ୟକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ, ଈଶ୍ୱର ପାଣିଗ୍ରାହୀ-ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ, ପ୍ରଭାତ ଆଦିତ୍ୟ ମିଶ୍ର- ଅଧ୍ୟକ୍ଷ, ଆପିକଲ, ଅନୁପ ସାଏ-ଅଧ୍ୟକ୍ଷ, ରାଜ୍ୟ ପାଣ୍ୟାଗାର ନିଗମ, ଅସିତ ପଟ୍ଟନାୟକ-ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ଉପାଦନ ନିଗମ, ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ବାସ୍ଥ୍ୟକରଣ ଯୋଜନା, ଦିଲୀପ ତିର୍କୀ-ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋସନ କାଉନସିଲ, ମାନସ ମାଡ଼କାମୀ- ଅଧ୍ୟକ୍ଷ, ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦ, ବିନୟପ୍ପୋ-ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ବତନ୍ତ୍ର ବିକାଶ ପରିଷଦ, ସୁସ୍ମିତା ବାଗଚୀ-ଅଧ୍ୟକ୍ଷ, ମୋ ସ୍କୁଲ, ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ, ମିନତି ବେହେରା- ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, କସ୍ତୁରୀ ମହାପାତ୍ର- ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା, ସୁଲୋଚନା ଦାସ- ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା, ଲୋପାମୁଦ୍ରା ବକ୍ସିପାତ୍ର-ମିଶନ ଶକ୍ତି ଉପଦେଷ୍ଟା, ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ,
ଅମରେନ୍ଦ୍ର ଦାସ-ଅଧ୍ୟକ୍ଷ, କାଜୁ ଉନ୍ନୟନ ନିଗମ, ଲୁଲୁ ଅମାତ-ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ, ଚିନ୍ମୟ ସାହୁ-ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ, ଅମରେଶ ପତ୍ରୀ- ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ, ସତ୍ୟବ୍ରତ ତ୍ରିପାଠୀ-ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ, ବିଜୟ କୁମାର ନାୟକ- ଅଧ୍ୟକ୍ଷ, ଓଡ଼ିଶା ଯୁବ ମଙ୍ଗଳ ବୋର୍ଡ, ପ୍ରିୟଦର୍ଶୀ ମିଶ୍ର- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ, ସୁବାସ ସିଂହ-ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ସଞ୍ଜିବ ପାଇକରାୟ-ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ,