ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ସୁବାସ ଚୌହାନ

0

ଭୁବନେଶ୍ବର,୨୭/୩ : ସୁବାସ ଚୌହାନ ବୁଧବାର ବିଜେଡି​‌ରେ ଯୋଗ ଦେଇଛନ୍ତି। ସେ ନବୀନ ନିବାସକୁ ଯାଇ ବିଜେଡିରେ ସାମିଲ ହୋଇଛନ୍ତି। ସୁବାସଙ୍କ ଯୋଗଦାନ ବିଜେଡିକୁ ସୁଦୃଢ କରିବ ବୋଲି ବିଜେଡି ସୁପ୍ରିମୋ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ସୁବାସ ବିଜେପିରୁ ଇସ୍ତଫା ଦେଇଥିଲେ। ଲୋକସଭା ନିର୍ବାଚନ ଟିକେଟ ବଣ୍ଟାକୁ ନେଇ ସୁବାସ ଅସନ୍ତୁଷ୍ଟ ଥିବାରୁ ଦଳ ଛାଡିଥିଲେ।

Leave A Reply

Your email address will not be published.