ବିଧାୟକ ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେଲେ

ଗାନ୍ଧିନଗର,୫/୭: ଗୁଜରାଟ ରାଧାନପୁରର କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି। ଅଳ୍ପେଶ କହିଛନ୍ତି ରାହୁଲଙ୍କ ଉପରେ ଭରସା କରି ସେ କଂଗ୍ରେସରେ ଯୋଗ ଦେଇଥିଲେ ହେଲେ ରାହୁଲ ତାଙ୍କ ପାଇଁ କିଛି ବି କଲେ ନାହିଁ। ଅନ୍ୟପଟେ ଦଳରେ ବାରମ୍ବାର ତାଙ୍କୁ ଅପମାନ କରାଯିବାରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି।

SBI_Festive_Digital Billboard