ଦାନ୍ତକୁ ଚମକାଇବା ଏବଂ ସଫା ସୁତୁରା ରଖିବା ପାଇଁ ଟୁଥପେଷ୍ଟର ବ୍ୟବହାର କରାଯାଇଥାଏ । ତେବେ ଟୁଥପେଷ୍ଟ ଦାନ୍ତକୁ ସଫା ରଖିବା ସହ ଚେହେରାକୁ ଚମକାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଟୁଥପେଷ୍ଟର ବ୍ୟବହାର ଦ୍ୱାରା ମୁହଁର ଦାଗ ଏବଂ ବ୍ରଣକୁ ଦୂର କରାଯାଇ ପାରିବ । ଯାହା ଆପଣଙ୍କ ସୌନ୍ଦର୍ଯ୍ୟରେ ଚାରି ଚାନ୍ଦ ଲଗାଇବାରେ ସାହାଯ୍ୟ କରିବ । ତେବେ ଆସ;ୁ ଜାଣିବା ବ୍ରଣ ଦୂର କରିବା ପାଇଁ ଟୁଥପେଷ୍ଟର ବ୍ୟବହାର କିପରି କରିବେ ।
– ପ୍ରଦୂଷଣ କାରଣରୁ ଚେହେରାରେ ଧୂଳି ଏବଂ ଝାଳ ଜମି ଯାଇଥାଏ । ତେଣୁ ପ୍ରଥମେ ଫେସୱାସ ସାହାଯ୍ୟରେ ଚେହେରାକୁ ଭଲ ଭାବରେ ଧୋଇ ନିଅନ୍ତୁ।
– ବ୍ରଣ ଦୂର କରିବା ପାଇଁ ଆଙ୍ଗୁଳିରେ ଅଳ୍ପ ଟୁଥ ପେଷ୍ଟ ନିଅ;ୁ ଏବଂ ବ୍ରଣରେ ଲଗା;ୁ ଛ ୩୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।
– ଜେଲ କିମ୍ବା ଫ୍ଲେବରଯୁକ୍ତ ଟୁଥପେଷ୍ଟର ବ୍ୟବହାର କର;ୁ ନାହିଁ ଛ ଧଳା ରଙ୍ଗର ସାଧାରଣ ଟୁଥପେଷ୍ଟର ବ୍ୟବହାର କରନ୍ତୁ ।
– ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଏବଂ ବ୍ରଣର ସମସ୍ୟା ଉପୁଜି ନଥାଏ ।
– ବାରମ୍ବାର ମୁହଁ ଧୁଅ;ୁ ନାହିଁ । ଏହା ଦ୍ୱାରା ତ୍ୱଚାର ପୋଷଣ ନଷ୍ଟ ହୋଇଥାଏ ।
Prev Post
Next Post