ପ୍ରତ୍ୟକ ବ୍ୟକ୍ତିର ଗୋଟିଏ ଲକି ନମ୍ବର ଥାଏ ବୋଲି କୁହାଯାଇଥାଏ । ଲୋକମାନେ ନିଜ ଲକି ନମ୍ବରକୁ ଖୁବ୍ ଗୁରୁତ୍ୱ ଦେଇଥାନ୍ତି । କୌଣସି ନୂଆ କାର୍ଯ୍ୟର ଆରମ୍ଭ ପୂର୍ବରୁ କିମ୍ବା କୌଣସି ଯାତ୍ରାକୁ ଯିବା ପୂର୍ବରୁ ଲୋକେ ନିଜ ଲକି ନମ୍ବର ଦେଖିଥାନ୍ତି । ଲକି ନମ୍ବର ଅନୁସାରେ କାର୍ଯ୍ୟ କଲେ ତାହା ସଫଳ ହେବାର ସମ୍ଭାବନା ବଢିଯାଇଥାଏ । ପ୍ରତ୍ୟକ ବ୍ୟକ୍ତିର ରାଶି ଅନୁଯାୟୀ ଲକି ନମ୍ବର ରହିଥାଏ । ତେବେ ଆପଣ ନିଜର ଲକି ନମ୍ବର ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ଆସ;ୁ ଜାଣିବା ।
ମେଷ- ୧
ବୃଷଭ- ୨,୯ , ୧୧
ମିଥୁନ- ୧୩
କର୍କଟ- ୭, ୧୦
ଓିଂହ- ୦, ୮
କନ୍ୟା- ୩,୫
ତୁଳା- ୪, ୬
ବିଛା- ୧୧, ୯
ଧନୁ- ୫, ୧୫
ମକର- ୨
କୁମ୍ଭ-୧୭
ମୀନ- ୭, ୨୧