କାନାଡ଼ାରେ ଏକ ଏପରି ସ୍ମାର୍ଟ ବେଡ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଆପଣଙ୍କୁ ବେଡ୍ ସେଟ୍ କରିବା ଆବଶ୍ୟକ ପଡ଼ିବନାହିଁ । କାହିଁକି ନା ଏହି ବେଡ୍ ସ୍ୱତଃପ୍ରବୃତ ଭାବେ ସଜାଡ଼ି ହୋଇଯାଇଥାଏ । ପ୍ରକୃତ କଥା ହେଉଛି ବେଡ୍ ମଧ୍ୟରେ ଏକ ଟୁ୍ୟବ୍ ରହିଛି ଯାହାକୁ ପମ୍ପ ସହିତ ଯୋଡ଼ାଯାଇଛି । ଏହି ଟୁ୍ୟବ୍ରେ ପବନ ଭର୍ତ୍ତି କଲେ ବେଡ୍ ଆପେ ଆପେ ସଜାଡ଼ି ହୋଇଯାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆପ୍ ମଧ୍ୟ ରହିଛି ।
