ସ୍ଲିମ୍‌ ହେବାର ସରଳ ଉପାୟ

0

ସ୍ଲିମ୍‌ ଟ୍ରିମ୍‌ ରହିବା ଆଜିକାଲିର ଝିଅଙ୍କ ପାଇଁ ଏକ ଟ୍ରେଣ୍ଡ ପାଲଟି ଗଲାଣି ଛ କେବଳ ଯେ ଯୁବପିଢି ତାହାନୁହେଁ ସବୁବର୍ଗର ଲୋକେ ସ୍ଲିମ୍‌ ଟ୍ରିମ୍‌ ଏବଂ ଫିଟ୍‌ ରହିବାକୁ ଚାହାନ୍ତି । ସ୍ଲିମ୍‌ ଟ୍ରିମ୍‌ ହେବା ଦ୍ୱାରା ମନରେ ଆତ୍ମବିଶାସ ବଢିଥାଏ । ବ୍ୟସ୍ତବହୁଳ ଜୀବନରେ କିଛି ସମୟର ୱାର୍କଆଉଟ୍‌ ଦ୍ୱାରା ପାଇପାରିବେ ସ୍ଲିମ୍‌ ଟ୍ରିମ୍‌ ଫିଗର୍‌ । ତେବେ ଆସନ୍ତୁ ଜାଣିବା ସ୍ଲିମ୍‌ ଟ୍ରିମ୍‌ ହେବାର କିଛି ସରଳ ଉପାୟ ।
ୱାର୍କିଂ ଏବଂ ରନିଂ- ନିୟମିତ ରୂପେ ୱାର୍କିଂ ଏବଂ ରନିଂ କରିବାଫଳରେ ଶରୀରର ମାଂସପେଶି ଶକ୍ତ ଓ ମଜ୍ୱୁି ହୋଇଥାଏ ।
ଭଲିବଲ୍‌- ଭଲିବଲ୍‌ ଖେଳବା ଦ୍ୱାରା ପ୍ରତ୍ୟେକ ଲୋକ ଫିଟ୍‌ ରହିଥାନ୍ତି । ଏହି ଖେଳ ଶରୀରର କ୍ୟାଲୋରୀ କମାଇବାରେ ସାହାର୍ଯ୍ୟ କରିଥାଏ । ଏଥିସହ ହାତ ଏବଂ ଆଖିର କାର୍ଯ୍ୟକାରୀ ଶକ୍ତି ବଢାଇଥାଏ ।
ରୋଲର୍ବେ୍ଲଡିଂ -ଯଦି ଆପଣ ରନିଂରେ ବୋର ହୋଇଗଲେଣି ତେବେ ରୋଲରବ୍ଲେଡିଂ ଅଭ୍ୟାସ କରନ୍ତୁ । ଏଥିରେ ଶରୀର ସ;ୁଳିତ ରହିଥାଏ । ଏଥିପାଇଁ ଶାରିରୀକ ଏବଂ ମାନସିକ କସରତ କରିିବାକୁ ପଡିଥାଏ ।
ସୁଇମିଂ- ସୁଇମିଂ ଗରମରୁ ରକ୍ଷା କରିବା ସହ ଏକ ମଜାଳିଆ କସରତ ପରି ଲାଗିଥାଏ । ଏହା ଦ୍ୱାରା ମୁଣ୍ଡ ଥଣ୍ଡା ରୁହେ ।

Leave A Reply

Your email address will not be published.