ବିଅରର ମୂଲ୍ୟ ପୁଣି ୪ କୋଟି । କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ । ଗିନିଜ ବୁକ୍ ଅଫ୍ ୱାଲïର୍ ରେକର୍ଡରୁ ମିଳିଥିବା ଖବର ଅନୁସାରେ ଦୁନିଆର ସବୁଠାରୁ ମହଙ୍ଗା ବିଅର ୪କୋଟିରୁ ଉଦ୍ଧ୍ୱର୍ ମୂଲ୍ୟରେ ବିକ୍ରି ହୋଇଛି । ଗତ ୨୦୧୪ ମସିହା ଜାନୁଆରୀ ୨୩ ତାରିଖ ଦିନ ହଙ୍ଗ୍କଙ୍ଗ ୱିସ୍କିକୁ ନିଲାମ କରାଯାଇଥିଲା । ମାକଲାନ୍ ଏମ୍ ଡିସେଣ୍ଟର-କମେନ୍ଷଫାଇନ୍ ନାମକ ଏହି ବିଅର ବୋତଲର ଲମ୍ବ ୨୮ଇଞ୍ଚ ଏବଂ ଓଜନ ୧୭ କିଲୋଗ୍ରାମ୍ ହୋଇଥିବା ବେଳେ ,ଏଥିରେ ୬ ଲିଟର ବିଅର ରହିଥିଲା । ଏହାକୁ ୟୁକେ୍ର ବିଅର ନିର୍ମାତା ବବ୍ ଡୋଲଗାରନେ ପ୍ରସ୍ତୁତ କରିଥିଲେ ।
