ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼ : ୧୩ ନାଗରିକ ମୃତ

0

ନୂଆଦିଲ୍ଲୀ, ୦୯/୦୧ : ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ । ଏଥିରେ ୧୩ ନାଗରିକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୟୁକ୍ରେନର ଜାପୋରିଝଝିଆ ସହରରେ ଏହି ଆକ୍ରମଣ କରାଯାଇଛି। ଏଥିରେ ଅନ୍ୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଏହାର ଦୃଶ୍ୟକୁ ପୋଷ୍ଟ କରିଛନ୍ତି। ଆକ୍ରମଣସ୍ଥଳରେ ଧ୍ଵଂସାବଶେଷ ତଳେ କିପରି ମୃତଦେହଗୁଡ଼ିକ ପଡ଼ି ରହିଛି ଏବଂ ଆହତମାନଙ୍କ ଡାକ୍ତରଖାନା ନିଆଯିବାର ଦୃଶ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.