ପ୍ରସ୍ତୁତି ସାମଗ୍ରୀ- ଭଲ ଅରୁଆଚାଉଳ ୨୫୦ଗ୍ରାମ୍, ଦହି ୨ କପ୍, କଟା ଅଦା ୨ ଚାମଚ, କଞ୍ଚାଲଙ୍କା କଟା ୪ଟା, ସୋରିଷ ଅଧା ଚାମଚ, ଜିରା ଅଧା ଚାମଚ, ଗୋଟିଏ ଡ଼େମ୍ଫ ଭୁର୍ଷଙ୍ଗପତ୍ର, ଲୁଣ ଓ ତେଲ ପରିମାଣ ଅନୁଯାୟୀ ।
ପ୍ରଣାଳୀ- ଅରୁଆ ଚାଉଳକୁ ପ୍ରଥମେ ଭାତ ରାନ୍ଧିଦିଅ;ୁ । ଭାତ ଥଣ୍ଡା ହେଲେ ଫେଣ୍ଟା ହୋଇଥିବା ଦହିରେ ମିଶା;ୁ । ତେଲରେ ଅଦା, ସୋରିଷ, ଜିରା ପ୍ରଭୃତି ଫୁଟେଇ ହଦିଭାତରେ ମିଶା;ୁ । କଞ୍ଚାଲଙ୍କା, ଭୁର୍ଷଙ୍ଗପତ୍ର କଟା ଦିଅ;ୁ । ଧନିଆପତ୍ର କଟା ମଧ୍ୟ ଦେଇପାରିବେ ।
Prev Post
Next Post