ପ୍ରସ୍ତୁତି ସାମଗ୍ରୀ : ୫/୬ଟି କଞ୍ଚା କଦଳୀ, ୨ଟି ବଡ଼ ପିଆଜ, ୪/୫ ପାଖୁଡ଼ା ରସୁଣ, ୨ଟି ଶୁଖିଲା ଲଙ୍କା, ଖଣ୍ଡେ ଛୋଟ ଅଦା, ଅଳ୍ପ ଜିରାଗୁଣ୍ଡ, ହଳଦୀଗୁଣ୍ଡ, ଗରମମସଲା, ସ୍ୱାଦ ଅନୁଯାୟୀ ଲୁଣ ଓ ଦରକାର ମୁତାବକ ସୋରିଷ ତେଲ ।
ପ୍ରଣାଳୀ : ପ୍ରଥମେ କଦଳୀକୁ ଖଣ୍ଡ ଖଣ୍ଡ କରି କାଟି ଅଳ୍ପ ପାଣିରେ ହଳଦୀଗୁଣ୍ଡ ଓ ଲୁଣଦେଇ ସିଝାଇ ଦିଅ;ୁ । କଦଳୀ ଖଣ୍ଡଗୁଡ଼ିକ ସିଝିଗଲା ପରେ ପାଣି ନିଗାଡ଼ି ଚକଟି ଦିଅ;ୁ । ତା’ପରେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକା;ୁ । ପିଆଜ ଲାଲ୍ ହୋଇଆସିଲେ ବଟା ଜିରା, ରସୁଣ, ଅଦା ପକାଇ କଷ;ୁ । ମସଲା କଷି ହୋଇ ଆସିଲେ, ସେଥିରେ ସାମାନ୍ୟ ଗରମ ମସଲା ପକାଇ ଚକଟା କଦଳୀକୁ ପକାଇ ଭଲ ଭାବରେ କଷା ମସଲାରେ ମିଶାଇ ଦିଅ;ୁ । କଦଳୀ କଷାକୁ ଓହ୍ଲାଇ ବରା ଆକାରରେ କରି ତାୱାରେ ଅଳ୍ପ ତେଲ ଦେଇ ଭାଜି ଦିଅ;ୁ । ଏହାକୁ ଭାତ କିମ୍ବା ରୁଟିରେ ଖାଇବାକୁ ଦିଅ;ୁ ।
Prev Post
Next Post