ଭୁବନେଶ୍ବର, ୧୩/୦୯ : ଆସନ୍ତା ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ । ବ୍ରହ୍ମପୁରରେ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ ସିଧାସଳଖ ବ୍ରହ୍ମପୁର ଯିବେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସରକାରୀ ଓ ଦଳୀୟ ସୂତ୍ରରୁ ସ୍ପଷ୍ଟ କରାଯାଇନାହିଁ।
