୧୦୦ ବର୍ଷରେ RSS, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବିଜୟା ଦଶମୀର ପବିତ୍ର ଅବସରରେ ରାଷ୍ଟ୍ର ନିର୍ମାଣ ଏବଂ ସମାଜସେବାର ଏକ ଐତିହ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଉତ୍ସବ ପାଳନ କରାଯାଉଛି । ଦେଶ ପ୍ରତି ନିଃସ୍ୱାର୍ଥପର ସେବାର ୧୦୦ବର୍ଷ ପୂରଣ କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ଏହି ଅବସରରେ ସବୁଠି ଶୁଭେଚ୍ଛାର ବାର୍ତ୍ତା ପଠାଯାଇଛି । ଓଡ଼ିଶାର ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

SBI_Festive_Digital Billboard