ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ଏକ ଓ୍ବେବ ଚ୍ଯାନେଲ ବିରୁଦ୍ଧରେ ଥାନାରେ ଏତଲା

ଭୁବନେଶ୍ୱର, ୨୪/୧୦ : ଜଗତସିଂହପୁର ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ ପିସିସି ସଭାପତି ଓ କଂଗ୍ରେସ ଦଳ ବିରୋଧରେ କୁତ୍ସାରଟନାକରୀଙ୍କୁ ଗିରଫ କରିବା ଦାବି ଜଗତସିଂହପୁର ଟାଉନ ଥାନା ରେ ଏକ ଏତଲା ଦିଆଯାଇଛି । ନିର୍ଦ୍ଦିଷ୍ଟ ଏକ ଓ୍ବେବ ଚ୍ଯାନେଲ ଓ ଅନ୍ଯ ଚାରି ଜଣଙ୍କ ନାମରେ ବାରମ୍ବାର କଂଗ୍ରେସ ଦଳ କୁ ବଦନାମ , ଅପପ୍ରଚାର ଓ ମିଥ୍ଯା ଖବର ପରିବେଷଣ କରୁଛି । ଦଳର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଦଳକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ଜିଲ୍ଲା ସଭାପତି ମତ ବ୍ଯକ୍ତ କରିଛନ୍ତି । ଏହି କାର୍ଯ୍ଯକ୍ରମ ରେ ପ୍ରଦେଶ କଂଗ୍ରେସ ଉପ ସଭାପତି ଲଲାଟେନ୍ଦୁ ମହାପାତ୍ର , ରାଜ୍ଯ ମହିଳା କଂଗ୍ରେସ ଉପ ସଭାପତି ପ୍ରତିମା ମଲ୍ଲିକ , ଜିଲ୍ଲା କଂଗ୍ରେସ ପୂର୍ବତନ ଉପ ସଭାପତି ସର୍ବେଶ୍ବର ପଣ୍ଡା , ମନୋରଞ୍ଜନ ଜେନା ,ପାରାଦ୍ବୀପ ମୁନିସିପାଲିଟି ପୂର୍ବତନ ସଭାପତି କେଦାର ବିଶ୍ବାଳ , ଏରସମା ବ୍ଲକ ପୂର୍ବତନ ସଭାପତି ବଲ୍ଲଭାନନ୍ଦ ସ୍ବାଇଁ , ମହନି ଚରଣ ରାଉତ , କୁଜଙ୍ଗ ବ୍ଲକ ପୂର୍ବତନ ସଭାପତି ନିହାର ରଞ୍ଜନ ଦାସ , ରାଜ୍ଯ ମହିଳା କଂଗ୍ରସ ସମ୍ପାଦିକା ବୀନତି ପଢିହାରୀ , ସରସ୍ବତୀ ସାହୁ , ରୂପଶ୍ରୀ ରାଗିଣୀ , ଆର୍ତ୍ତତ୍ରାଣ ପଣ୍ଡା , ରାଜକିଶୋର ସାହୁ , ମହନି ଚରଣ ରାଉତ , ବିଭୂତି ଭୂଷଣ ସ୍ବାଇଁ , ବିଭୂତି ଜେନା , ସୁବ୍ରତ ରାୟ , ସୁଶାନ୍ତ କୁମାର ଦାସ , ଲକ୍ଷ୍ମୀଧର ମଲ୍ଲିକ , ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ରଞ୍ଜନ ସାହୁ , ଅଶ୍ବିନୀ ସ୍ବାଇଁ , କୃଷ୍ଣଚନ୍ଦ୍ର ସ୍ବାଇଁ , ଦେବୀ ପ୍ରସାଦ ପାଳ , ପ୍ରଦୀପ୍ତ ଶତପଥୀ , ବିକ୍ରମ ଦାଶ , ନାରାୟଣ ନାୟକ , ବସନ୍ତ ନାୟକ , ପ୍ରଦୀପ୍ତ ଦାସ , ଚୌଧୁରୀ ବିମଳାକାନ୍ତ ଦାଶ , ବିଭୁ ରଞ୍ଜନ ସ୍ବାଇଁ , ଜିତେନ୍ଦ୍ର ମଲ୍ଲିକ , ପୂର୍ଣ୍ଣଚନ୍ଦ୍ର ଦାସ , ସାଇ ପ୍ରଭଞ୍ଜନ ମହାପାତ୍ର , ପ୍ରତ୍ଯୁଷ ନାୟକ , ଦେବବ୍ରତ ତ୍ରିପାଠୀ , କାର୍ତ୍ତିକ ଓଝା , ଜ୍ଯୋତି ରଞ୍ଜନ ମଲ୍ଲିକ , ସେକ୍ ହିଦାୟତ ଅଲ୍ଲୀ , ହିଫଜୁର୍ ରେହେମାନ , ସୌଭାଗ୍ଯ ବିଶ୍ବାଳ , ଗୌତମ ରାଉତ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

SBI_Festive_Digital Billboard